Informações:

Synopsis

Oriya Language - "Good News".mp4 //ଯିଶାଇୟ - ଅଧ୍ୟାୟ 5213 "ଆମ୍ଭର ଦାସକୁ ଦେଖ, ସେ ସୁବିବଚେନା ପୂର୍ବକ ବ୍ଯବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ବିତ ହବେେ।14 "ଅନକେ ଆମ୍ଭର ସବେକକୁ ଦେଖି ବିବ୍ରତ ହବେେ। କାରଣ ତାଙ୍କର ଆକୃତି ମନୁଷ୍ଯ ଆକୃତିଠାରୁ ଏପରି ବିକୃତ ହବେ ଯେ ତାଙ୍କୁ ଅନକେ ମନୁଷ୍ଯ ବୋଲି ଚିହ୍ନିବେ ନାହିଁ।15 ତେଣୁ ସେ ଅନକେ ଦେଶୀଯମାନଙ୍କୁ ଚମକାଇ ଦବେେ। ରାଜାମାନେ ତାଙ୍କ ସମ୍ମୁଖ ରେ ନିଜ ନିଜ ମୁଖ ବନ୍ଦ ରଖିବେ। କାରଣ ଯାହା ସମାନଙ୍କେୁ କୁହାୟାଇ ନ ଥିଲା, ତାହା ସମାନେେ ଦେଖିବେ ଓ ଯାହା ସମାନେେ ଶୁଣି ନ ଥିଲେ ତାହା ସମାନେେ ବୁଝିବେ।'=============ଯିଶାଇୟ - ଅଧ୍ୟାୟ 531  ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?2 କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।3 ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।4 ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ